Sunday, March 22, 2026
21.2 C
Odisha

    ଭୁଲ୍ ମାଗିଲେ ବୁଦ୍ଧାଦିତ୍ୟ

    ଆଗକୁ ପଢନ୍ତୁ

    ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଫସିଥିବା ଅଭିନେତା ବୁଦ୍ଧାଦିତ୍ୟ କ୍ଷମା ମାଗିଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନ୍‌ସିପି ନେତା ବାବା ସିଦ୍ଦିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇଙ୍କ ଫଟୋ ପୋଷ୍ଟ କରି ବୁଦ୍ଧାଦିତ୍ୟ ଏହି ବୟାନ ଦେଇଥିଲେ। ତେବେ ଏଥିପାଇଁ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ପାଇଥିଲା ତଥା ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ଯେଉଁଥିପାଇଁ ଏବେ ଓଲିଉଡ ଅଭିନେତା ବୁଦ୍ଧଦିତ୍ୟ ମହାନ୍ତି ରାହୁଲ ଗାନ୍ଧୀଙ୍କ ସୋସିଆଲ ମିଡିଆ ପୋଷ୍ଟ ପାଇଁ କ୍ଷମା ମାଗିଛନ୍ତି।
    ଏହି ବିବୃତ୍ତିରେ ଅଭିନେତା ସ୍ୱୀକାର କରିଛନ୍ତି ଯେ ଏହି ପୋଷ୍ଟଟି ଏକ ଭୁଲ ଅଟେ ଏବଂ କଂଗ୍ରେସ ଦଳ ତଥା ରାହୁଲ ଗାନ୍ଧୀଙ୍କ ନିକଟରେ କ୍ଷମା ମାଗିଛନ୍ତି। ବୁଦ୍ଧଦିତ୍ୟ ମହାନ୍ତି କହିଛନ୍ତି ଯେ ସେ ଏପରି ଭୁଲ ନକରିବାକୁ ସତର୍କ ରହିବେ।କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ତାଙ୍କ ବିରୋଧରେ ଫେସବୁକରେ ‘ଆପତ୍ତିଜନକ’ ପୋଷ୍ଟକୁ ନିନ୍ଦା କରିବା ପରେ ଏହି ପୋଷ୍ଟକୁ ଡିଲିଟ କରିଥିବା ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ