Tuesday, August 25, 2026
23.9 C
Odisha

    ଭେନେଜୁଏଲାରେ ଭୂକମ୍ପ ଝଟକା, ତୀବ୍ରତା ୬.୧

    ଆଗକୁ ପଢନ୍ତୁ

    ଭେନେଜୁଏଲା: ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଘଟଣା ଯଥେଷ୍ଟ ବୃଦ୍ଧି ପାଇଛି । ଆଫଗାନିସ୍ତାନ, ମିଆଁମାର ଏବଂ ତୁର୍କୀ ଭଳି ଦେଶରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏବେ, ଗୁରୁବାର ସକାଳୁ-ସକାଳୁ ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଏକ ଶକ୍ତିଶାଳୀ ୬.୧ ତୀବ୍ରତାର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପ ଲୋକମାନଙ୍କୁ ଭୟଭିତ କରିଛି ।

    ଏଥିସହ ଉତ୍ତର-ପଶ୍ଚିମ ଭେନେଜୁଏଲାରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ଆମେରିକାର ଭୂତତ୍ତ୍ୱ ସର୍ଭେ (USGS) ରିପୋର୍ଟ କରିଛି । USGS ଅନୁଯାୟୀ, ରାଜଧାନୀ କାରାକାସରୁ ୩୭୦ ମାଇଲ ପଶ୍ଚିମରେ ଥିବା ମେନେ ଗ୍ରାଣ୍ଡେରେ ଏହାର କେନ୍ଦ୍ରସ୍ଥଳ ଥିଲା । ଭେନେଜୁଏଲାର ସରକାର ତୁରନ୍ତ ଭୂମିକମ୍ପ ସମ୍ପର୍କରେ ସୂଚନା ପ୍ରକାଶ କରି ନାହାଁନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    95 %
    1.8kmh
    100 %
    Mon
    24 °
    Tue
    29 °
    Wed
    30 °
    Thu
    28 °
    Fri
    29 °

    ସମ୍ବନ୍ଧିତ