Saturday, October 17, 2026
30.5 C
Odisha

    ମଧ୍ୟପ୍ରଦେଶର ଏକ ଚଳନ୍ତା ଟ୍ରେନରେ ଲାଗିଲା ନିଆଁ

    ଆଗକୁ ପଢନ୍ତୁ

    ମଧ୍ୟପ୍ରଦେଶରେ ରବିବାର ଏକ ଚଳନ୍ତା ଟ୍ରେନରେ ନିଆଁ ଲାଗିଯାଇଥିଲା । ଏହି କାରଣରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ଅନେକ ଯାତ୍ରୀ ଟ୍ରେନରୁ ଡେଇଁ ଜୀବନ ରକ୍ଷା କରିଥିଲେ । ଏହି ଟ୍ରେନ୍ ଇନ୍ଦୋରରୁ ରତଲାମ ଯାଉଥିଲା । ପଶ୍ଚିମ ରେଳବାଇର ରତଲାମ ଡିଭିଜନ ଏକ ବିବୃତ୍ତିରେ କହିଛି ଯେ, ଦୁର୍ଘଟଣାରେ କୌଣସି ପ୍ରାଣହାନି ଘଟି ନାହିଁ ଏବଂ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି । ପଶ୍ଚିମ ରେଳବାଇର ରତଲାମ ଡିଭିଜନର ସି.ଆର.ପି.ଓ ବିବୃତ୍ତିରେ କହିଛନ୍ତି, “ରବିବାର ଅପରାହ୍ନ ୫ ଟା ସମୟରେ ଟ୍ରେନ୍ ନମ୍ବର ୦୯୩୪୭ ଡକ୍ଟର ଆମ୍ବେଦକର ନଗର-ରତଲାମ ଡିଏମୟୁ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ରନିଜା ଏବଂ ନାଉଗାଓଁ ମଧ୍ୟରେ ନିଆଁ ଲାଗିଯାଇଥିଲା । ଘଟଣା ପରେ ତୁରନ୍ତ ବ୍ରିଗେଡକୁ ସୂଚନା ଦିଆଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.5 ° C
    30.5 °
    30.5 °
    57 %
    2.1kmh
    74 %
    Sat
    28 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ