Wednesday, October 7, 2026
31.4 C
Odisha

    ମନିପ୍ଲାଣ୍ଟ ରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ, ଧନର ରହିବ ନାହିଁ ଅଭାବ

    ଆଗକୁ ପଢନ୍ତୁ

    ମନି ପ୍ଲାଣ୍ଟ ପ୍ରାୟ ସମସ୍ତ ଘରେ ଥାଏ , ଲୋକେ ଏହାକୁ ଘରେ ଧନକୁ ଆକର୍ଷିତ କରିବା ପାଇଁ ଲଗାଇ ଥାଆନ୍ତି, ଏହାଛଡା ଏହାଦ୍ୱାରା ଘରେ ସକାରାତ୍ମକ ଉର୍ଜା ମଧ୍ୟ ଆକର୍ଷିତ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ମନି ପ୍ଲାଣ୍ଟ ଗଛ ଖୁବ ଶୁଭ ଅଟେ, ବାସ୍ତୁ ଶାସ୍ତ୍ର ଅନୁସାରେ ମନି ପ୍ଲାଣ୍ଟ ସହିତ ଜଡିତ କିଛିଟା ଉପାୟ କରିବା ଦ୍ୱାରା ସୁଖ ଶାନ୍ତି ବୃଦ୍ଧି ହୋଇଥାଏ ଏବଂ ଧନ ବୃଦ୍ଧି ମଧ୍ୟ ହୋଇଥାଏ।

    – ଯଦି ଆପଣ ଘରେ ମନି ପ୍ଲାଣ୍ଟ ଲଗାଇଛନ୍ତି ତେବେ ଶୁକ୍ରବାର ଦିନ ଏହି ଗଛକୁ ଲଗାଇବା ଶୁଭ ହୋଇଥାଏ। ଏବଂ ମନି ପ୍ଲାଣ୍ଟ କୁ ଦକ୍ଷିଣ ପୂର୍ବ ଦିଗରେ ଲଗାଇବା ଶୁଭ ହୋଇଥାଏ।

    – ଯଦି ଆପଣ କ୍ୟାରିଅର ଓ ବ୍ୟବସାୟ ରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ମନି ପ୍ଲାଣ୍ଟ କୁ ଅଫିସ ଡେସ୍କ ଓ ଉତ୍ତର କିମ୍ବା ପୂର୍ବ ଦିଗରେ ରଖିବା ଶୁଭ ଅଟେ।

    – ବସ୍ତୁ ଅନୁସାରେ ଦ୍ରୁତ ଗତିରେ ଧନ ଲାଭ ପାଇଁ ମନି ପ୍ଲାଣ୍ଟ ରେ ନାଲି ରଙ୍ଗର ଗୋଟିଏ ସୁତା ବାନ୍ଧି ଦିଅନ୍ତୁ, ଏହାକୁ ବାନ୍ଧିବା ସମୟ ରେ ଶୁଦ୍ଧତା ର ବିଶେଷ ଧ୍ୟାନ ରଖନ୍ତୁ।

    – ଶୁକ୍ରବାର ଦିନ ସକାଳୁ ଗାଧୋଇ ସଫା ବସ୍ତ୍ର ପିନ୍ଧି , ମା ଲକ୍ଷ୍ମୀ ଙ୍କୁ ବିଧି ପୂର୍ବକ ପୂଜା କରନ୍ତୁ, ଏହାପରେ ନାଲି ସୁତା ଅର୍ପଣ କରନ୍ତୁ, ଏବଂ ଏହାପରେ ମାଙ୍କ ନିକଟରେ ଆଳତୀ କରନ୍ତୁ, ପୂଜା ସାରିବା ପରେ ମା ଲକ୍ଷ୍ମୀ ଙ୍କ ଧ୍ୟାନ କରି ମନି ପ୍ଲାଣ୍ଟ ରେ ଏହି ନାଲି ରାକ୍ଷାସୁତ୍ର କୁ ବାନ୍ଧି ଦିଅନ୍ତୁ, ବାସ୍ତୁଶାସ୍ତ୍ର ର ମାନ୍ୟତା ଅନୁସାରେ କିଛିଦିନ ପରେ ଏହାର ସକାରାତ୍ମକ ପ୍ରଭାବ ଜୀବନ ଉପରେ ପଡିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ