Monday, August 24, 2026
24.5 C
Odisha

    ମନ୍ଦିର ସେବାୟତଙ୍କୁ ଧମକ, ୫୦ ଲକ୍ଷ ଟଙ୍କା ନ ଦେଲେ ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ଉଡାଇ ଦିଆଯିବ

    ଆଗକୁ ପଢନ୍ତୁ

    ପିପିଲି : ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ବରାଳ ବାଲୁଙ୍କେଶ୍ୱର ମନ୍ଦିର ସହ ଶୈବ ପୀଠକୁ ବୋମା ପକାଇ ଉଡାଇ ଦେବାକୁ ଧମକ l ଫୋନ୍ ପେ ମାଧ୍ୟମରେ ୫୦ ଲକ୍ଷ ଟଙ୍କା ପଠାଇବାକୁ ମନ୍ଦିର ସେବାୟତଙ୍କୁ ଧମକ ଦେଇଛନ୍ତି ଜଣେ ମହିଳା l ଟଙ୍କା ନ ଦେଲେ ମନ୍ଦିରକୁ ସମ୍ପୂର୍ଣ୍ଣ ବୋମାରେ ଉଡାଇ ଦିଆଯିବ ବୋଲି ଧମକ ଦିଆଯାଇଛି l ମନ୍ଦିର ସେବାୟତଙ୍କୁ ଏକ ଅଜଣା ନମ୍ବରରୁ ଆସିଛି ଧମକ l ଏନେଇ ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଧମକ ମିଳିଥିବା ସେବାୟତଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପିପିଲି ରିପୋର୍ଟର ଦିବାକର ଷଡ଼ଙ୍ଗୀ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    96 %
    1.8kmh
    98 %
    Mon
    25 °
    Tue
    29 °
    Wed
    29 °
    Thu
    25 °
    Fri
    28 °

    ସମ୍ବନ୍ଧିତ