Friday, March 20, 2026
21.7 C
Odisha

    ମହଙ୍ଗା ପଡ଼ିଲା ଖଣ୍ଡା ଧରି ରିଲ୍ସ କରିବା, ୩ ଯୁବକ ଗିରଫ

    ଆଗକୁ ପଢନ୍ତୁ

    ଅନୁଗୁଳ  : ମହଙ୍ଗା ପଡ଼ିଲା ଖଣ୍ଡା ଧରି ରିଲ୍ସ କରିବା । ବନ୍ଧାହେଲେ ୩ ଯୁବକ । ଅନୁଗୁଳ ଜିଲ୍ଲା ସୁନାକେରଜେଙ୍ଗ କ୍ରିକେଟ ପଡିଆରେ କିଛି ଯୁବକ ଖଣ୍ଡା ଓ ଭୁଜାଲି ଦେଖାଇ ସୁଶାନ୍ତ ନାୟକଙ୍କ ଜନ୍ମଦିନ ପାଳନ କରିଥିଲେ । ଖଣ୍ଡା ଧରିବା ସହ ଅଶ୍ଳୀଳ ଭାଷା କହି ଧମକପୂର୍ଣ୍ଣ ଡାଇଲଗ୍ ମାରିଥିଲେ । ସୋସିଆଲ ମିଡିଆରେ ରିଲ୍ସ ଭାଇରାଲ ହୋଇଥିଲା । ପୋଲିସ ତଦନ୍ତ କରି ସୁଶାନ୍ତ ନାୟକ, ରୋହନ ନାୟକ ଓ ସୁଧାଂଶୁ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    73 %
    0.8kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ