Thursday, September 17, 2026
30.3 C
Odisha

    ମହାବୀରଙ୍କ ପାଇଁ ‘ମହାଥାଳି’: ଥାଳିରେ ରହିଛି ୫୬ ପ୍ରକାରର ପାରମ୍ପରିକ ଖାଦ୍ୟ

    ଆଗକୁ ପଢନ୍ତୁ

    ଭୋପାଳ: ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଜବଲପୁର ପଞ୍ଚମଠ ମନ୍ଦିରରେ ଏକ ସ୍ବତନ୍ତ୍ର ଧରଣର ଥାଳି ପ୍ରସ୍ତୁତ କରାଯାଇଛି । ଯାହାକୁ ‘ମହାଥାଳି’ ବୋଲି କୁହାଯାଉଛି ଏବଂ ଯେଉଁଥିରେ ଦେଶର ବିଭିନ୍ନ ଅଞ୍ଚଳର ୫୬ ପ୍ରକାରର ପାରମ୍ପରିକ ଖାଦ୍ୟ ରହିଛି । ଖାଲି ସେତିକି ନୁହେଁ ୫ ହଜାର କେ.ଜିର ଲଡୁ ବି ପ୍ରସ୍ତୁତ ହୋଇଛି । ମନ୍ଦିରର ୨୫ ବର୍ଷ ପୂର୍ତ୍ତି ଅବସରରେ ଏଭଳି ନିଆରା ଆୟୋଜନ କରାଯାଇଛି । ଏହି ମହାଥାଳି ବିବିଧତା ମଧ୍ୟରେ ଏକତାକୁ ସୂଚାଉଛି । ଯେଉଁଥାଳିରେ କାଶ୍ମିରର ଡ୍ରାଏ ଫ୍ରୁଟସ, ଗୁଜୁରାଟର ଢୋକଲା, ବାରଣାସୀ ପାନ ଲସି ପରି ଭଳିକି ଭଳି ଖାଦ୍ୟ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    65 %
    1.2kmh
    7 %
    Thu
    31 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ