Friday, October 2, 2026
22.9 C
Odisha

    ମହିଳାଙ୍କୁ ଦଳି ଦେଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ସ୍ଵାମୀ

    ଆଗକୁ ପଢନ୍ତୁ

    ଦେବଗଡ: ମହିଳାଙ୍କୁ ଦଳି ମାରିଲା ଦନ୍ତା। ଦେବଗଡ ଜିଲ୍ଲା ରିଆମାଳ ବନାଞ୍ଚଳ ତିଳେଇପଶି ଗାଁରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମଁଅତ୍ୟୁ ଘଟିଥିବା ସୂଚନା ମିଳିଛି। ମହିଳା ଜଣକ ଆଜି ଭୋରରୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ମୃତ ମହିଳା ଜଣକ ପୂଜା ମାହାର ବୋଲି ଜଣାପଡିଛି। ସ୍ଵାମୀ ଜିତୁ ମହାର ଏବଂ ତାଙ୍କର ୩ ସନ୍ତାନ ଅଳ୍ପକେ ହାତୀ କବଳରୁ ବର୍ତ୍ତି ଯାଇଛନ୍ତି। ସେପଟେ ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। ପୁଲିସ୍ ଏବଂ ବନ ବିଭାଗ ଟିମ୍ ଗାଁକୁ ଯାଇ ପରିସ୍ଥିତି ଉପରେ ନଜର ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ