Monday, August 31, 2026
23.2 C
Odisha

    ମାଟ୍ରିକ୍ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ମାଟ୍ରିକ୍ ପିଲା ବିଜ୍ଞାନ ପରୀକ୍ଷା ଦେଉଥିଲେ। ତେବେ ପରୀକ୍ଷା ଦେଇ ଫେରିବା ପରେ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିପାଇଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଜ୍ଞାନ ସି-ସେଟରେ ୪ ମାର୍କ କମ୍ ଥିବା ସୂଚନା ରହିଛି। ଏହି ତ୍ରୁଟିକୁ ସ୍ୱୀକାର କରିଛନ୍ତି ବୋର୍ଡ ସଭାପତି। ସେ କହିଛନ୍ତି ଯେ, ଯେଉପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ଆମେ ବିଚାର କରୁଛୁ। ପରୀକ୍ଷା ପରିଚାଳନା କମିଟି ଏ ନେଇ ତର୍ଜମା କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    23.2 ° C
    23.2 °
    23.2 °
    98 %
    2.2kmh
    100 %
    Sun
    23 °
    Mon
    26 °
    Tue
    24 °
    Wed
    27 °
    Thu
    29 °

    ସମ୍ବନ୍ଧିତ