Tuesday, October 27, 2026
27.4 C
Odisha

    ମାଲକାନଗିରି; ୮ ବର୍ଷର ଶିଶୁକୁ ପିଟିପିଟି ମାରିଦେଲା ମା

    ଆଗକୁ ପଢନ୍ତୁ

    କାଲିମେଳା ଥାନା ତୁମ୍ବାଗୁଡ଼ା ଗାଁରେ ଅଭାବନୀୟ ଘଟଣା । ୮ ବର୍ଷର ଶିଶୁକୁ ପିଟିପିଟି ମାରିଦେଲା ମା’ । ନିଶାସକ୍ତ ଅବସ୍ଥାରେ ମହିଳା ଜଣଙ୍କ ପିଟି ମାରିଥିବା ଅଭିଯୋଗ । ମୃତ ଶିଶୁର ବାପାଙ୍କ ଅଭିଯୋଗ ଆଧାରରେ ମହିଳା ଜଣଙ୍କ ଥାନାରେ ଅଟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    60 %
    4.6kmh
    98 %
    Tue
    27 °
    Wed
    22 °
    Thu
    22 °
    Fri
    25 °
    Sat
    27 °

    ସମ୍ବନ୍ଧିତ