Thursday, January 8, 2026
13 C
Odisha

    ମା’ ତାରିଣୀଙ୍କୁ ଦର୍ଶନ ସହ ନେଇପାରିବେ ଦର୍ଶକ ନେବେ ଅଟେଇ ଜଙ୍ଗଲ ସଫାରୀର ମଜା

    ଆଗକୁ ପଢନ୍ତୁ

    କେନ୍ଦୁଝର: ଯଦି ଆପଣମାନେ ଘଟଗାଁ ତାରିଣୀ ବୁଲିବାକୁ ଆସୁଛନ୍ତି। ତେବେ ମାଆଙ୍କୁ ଦର୍ଶନ କରିବା ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ। ଆଜିଠାରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଜଙ୍ଗଲ ସଫାରୀ ଆରମ୍ଭ ହୋଇଛି। କେନ୍ଦୁଝର ସାଂସଦ ଅନନ୍ତ ନାୟକ ଏହାର ଉଦଘାଟନ କରିଛନ୍ତି। ମା ତାରିଣୀ ମନ୍ଦିର ପରିସରରେ ଜଙ୍ଗଲ ସଫାରୀର ଟିକେଟ୍ ବୁକିଂ କାଉଣ୍ଟର ରହିବ। ପର୍ଯ୍ୟଟକମାନେ ଟିକେଟ୍ ବୁକିଂ କରି ସଫାରୀ ଗାଡିରେ ବସି ଅଟେଇ ଜଙ୍ଗଲରେ ବନ୍ୟଜନ୍ତୁ ଦେଖିପାରିବେ।ଏବେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଶୀତୁଆ ସକାଳର ମଜା ନେବେ ପର୍ଯ୍ୟଟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    13 ° C
    13 °
    13 °
    32 %
    1.7kmh
    43 %
    Wed
    13 °
    Thu
    26 °
    Fri
    26 °
    Sat
    26 °
    Sun
    28 °

    ସମ୍ବନ୍ଧିତ