Wednesday, October 14, 2026
22.1 C
Odisha

    ମା’ ତାରିଣୀଙ୍କୁ ଦର୍ଶନ ସହ ନେଇପାରିବେ ଦର୍ଶକ ନେବେ ଅଟେଇ ଜଙ୍ଗଲ ସଫାରୀର ମଜା

    ଆଗକୁ ପଢନ୍ତୁ

    କେନ୍ଦୁଝର: ଯଦି ଆପଣମାନେ ଘଟଗାଁ ତାରିଣୀ ବୁଲିବାକୁ ଆସୁଛନ୍ତି। ତେବେ ମାଆଙ୍କୁ ଦର୍ଶନ କରିବା ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ। ଆଜିଠାରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଜଙ୍ଗଲ ସଫାରୀ ଆରମ୍ଭ ହୋଇଛି। କେନ୍ଦୁଝର ସାଂସଦ ଅନନ୍ତ ନାୟକ ଏହାର ଉଦଘାଟନ କରିଛନ୍ତି। ମା ତାରିଣୀ ମନ୍ଦିର ପରିସରରେ ଜଙ୍ଗଲ ସଫାରୀର ଟିକେଟ୍ ବୁକିଂ କାଉଣ୍ଟର ରହିବ। ପର୍ଯ୍ୟଟକମାନେ ଟିକେଟ୍ ବୁକିଂ କରି ସଫାରୀ ଗାଡିରେ ବସି ଅଟେଇ ଜଙ୍ଗଲରେ ବନ୍ୟଜନ୍ତୁ ଦେଖିପାରିବେ।ଏବେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଶୀତୁଆ ସକାଳର ମଜା ନେବେ ପର୍ଯ୍ୟଟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.1 ° C
    22.1 °
    22.1 °
    91 %
    0.7kmh
    70 %
    Wed
    29 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ