Wednesday, September 9, 2026
24.2 C
Odisha

    ମିସନ ଶକ୍ତି ଗୃହରେ ଲାଗିଲା ନିଆଁ, ଜଳିଗଲା ଆସବାବପତ୍ର

    ଆଗକୁ ପଢନ୍ତୁ

    ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରିରେ ସନ୍ଧ୍ୟା ସମୟରେ ଅଦିନିଆ ବର୍ଷା ସାଙ୍ଗକୁ ବଜ୍ରପାତ ହେବା କାରଣରୁ ଜାମୁଡ଼ିହା ଗ୍ରାମରେ ଥିବା ମିସନ ଶକ୍ତି ଗୃହରେ ଅଚାନକ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ମିସନ ଶକ୍ତି ଗୃହରୁ ଧୂଆଁ ବାହାରୁଥିବା ଦେଖି ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ। ନୀଳଗିରି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଏହି ଗୃହରେ ଥିବା ଫ୍ୟାନ୍‌, ୪ଟି ଚେୟାର ସମେତ କିଛି କାଗଜ ପତ୍ର ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    90 %
    1.6kmh
    92 %
    Wed
    31 °
    Thu
    28 °
    Fri
    27 °
    Sat
    29 °
    Sun
    29 °

    ସମ୍ବନ୍ଧିତ