Monday, April 13, 2026
24.2 C
Odisha

    ମୁମ୍ବାଇରେ ପହଞ୍ଚିଲେ ପ୍ରଭାତୀ ପରିଡା

    ଆଗକୁ ପଢନ୍ତୁ

    ମୁମ୍ବାଇ   :    ଇଣ୍ଡିଆ ମାରିଟାଇମ୍ ୱିକ୍‌ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପହଞ୍ଚିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତାଙ୍କୁ ସେଠାରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। ମଙ୍ଗଳବାର ସେ ‘ଇଣ୍ଡିଆଜ୍‌ ମାରିଟାଇମ୍‌ କନେକସନ୍ସ’ ଅଧିବେଶନରେ ତାଙ୍କର ଦୀକ୍ଷାନ୍ତ ଭାଷଣ ରଖିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    66 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ