Friday, August 28, 2026
28.2 C
Odisha

    ଯାଜପୁରରେ ଅଜଣା ପୋକ ଆତଙ୍କ, ସନ୍ଧ୍ୟା ହେଲେ ରାସ୍ତାରେ ଯିବାକୁ ଡରୁଛନ୍ତି ଲୋକେ

    ଆଗକୁ ପଢନ୍ତୁ

    ଯାଜପୁର  : ଯାଜପୁରରେ ଅଜଣା ପୋକ ଆତଙ୍କ ।  ସନ୍ଧ୍ୟା ହେଲେ ଅସ୍ତବ୍ୟସ୍ତ ଜନଜୀବନ ।  ରାସ୍ତାରେ ଯିବାକୁ ଡରୁଛନ୍ତି ଲୋକ ।  ଯାଜପୁର ସଦର ଥାନା ଖରସ୍ରୋତା ବ୍ରିଜ୍ ଉପରେ ଅଜଣା ପୋକ ଯୋଗୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ସନ୍ଧ୍ୟା ହେଲେ ବ୍ରିଜ ଉପରକୁ ମାଡି ଆସୁଛନ୍ତି ଅଜଣା ପୋକ। ଫଳରେ ବାଇକ ଓ କାର୍ ନେବା କଷ୍ଟକର ହୋଇପଡୁଛି। ଏପରିକି ପୋକ ପାଇଁ ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟୁଛି ।  ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ ।  ପ୍ରଶାସନ ଏଥିପ୍ରତି ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    76 %
    3.9kmh
    53 %
    Fri
    30 °
    Sat
    30 °
    Sun
    27 °
    Mon
    27 °
    Tue
    23 °

    ସମ୍ବନ୍ଧିତ