Thursday, August 13, 2026
25.6 C
Odisha

    ରସୁଲଗଡ଼-ବମିଖାଲ ଫ୍ଲାଏଓଭରରେ ଦୁଇ କାର୍ ମୁହାଁମୁହିଁ ଧକ୍କା, ୪ ଯାତ୍ରୀ ଆହତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦୁଇ କାର୍ ମୁହାଁମୁହିଁ ଧକ୍କା । ୪ ଯାତ୍ରୀ ଆହତ । ଭୁବନେଶ୍ବର ବମିଖାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ରାସ୍ତାକାମ ଯୋଗୁ ପୁରୁଣା କଟକ ରୋଡକୁ ରସୁଲଗଡ଼ ଛକଠାରୁ ବନ୍ଦ କରାଯାଇଥିଲା । ଫଳରେ ସବୁ ଗାଡିଗୁଡିକ ବମିଖାଲ୍ ଓଭରବ୍ରିଜ୍ ଦେଇ ରଙ୍ଗ ରୁଟ୍ ରେ ଯାଉଥିଲା । ଏହି ସମୟରେ ଦୁଇ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଜୋର୍ ହୋଇଥିଲା ଯେ ଦୁଇଟି ଗାଡିର ସେଫ୍ଟି ବେଲୁନ୍ ବାହାରିଯାଇଥିଲା । ଉଭୟ ଗାଡ଼ିରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    90 %
    1.2kmh
    100 %
    Thu
    26 °
    Fri
    28 °
    Sat
    24 °
    Sun
    24 °
    Mon
    26 °

    ସମ୍ବନ୍ଧିତ