Tuesday, August 11, 2026
28.5 C
Odisha

    ରାଉରକେଲାରେ ଚାଞ୍ଚଲ୍ୟ: ମାରାଥନରେ ଯୁବକଙ୍କୁ ଗୁଳିମାଡ଼, କାରଣ ଅସ୍ପଷ୍ଟ

    ଆଗକୁ ପଢନ୍ତୁ

    ରାଉରକେଲା : ୟୁଥ ହଷ୍ଟେଲ ରାଉରକେଲା ଶାଖା ପକ୍ଷରୁ ସେକ୍ଟର ୨ ସ୍ଥିତ ବିଜୁ ପଟ୍ଟନାୟକ ଛକରେ ଆୟୋଜିତ ମିନି ମାରାଥନ ଚାଲଥିବା ବେଳେ ସେଠାରେ ସଲିଲ ସାହୁ ନାମକ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି l ତାଙ୍କ ଛାତିରେ ଗୁଳି ବାଜିଛି l ଗୁରୁତର ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତି କରାଯାଇଛି l କିଏ ଓ କାହିଁକି ଗୁଳିମାଡ଼ କଲା, ତାହା ଜଣାପଡ଼ିନି l ସେକ୍ଟର ୩ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛିl ଏହି ଘଟଣା ରାଉରକେଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.5 ° C
    28.5 °
    28.5 °
    72 %
    3.2kmh
    82 %
    Tue
    31 °
    Wed
    31 °
    Thu
    29 °
    Fri
    30 °
    Sat
    30 °

    ସମ୍ବନ୍ଧିତ