Wednesday, February 5, 2025
19.6 C
Odisha

    ରାଉରକେଲା ପାଲଟିଛି ଚଳିତବର୍ଷର ସବୁଠୁ ଥଣ୍ଡା ସହର

    ଆଗକୁ ପଢନ୍ତୁ

    ଭୁବନେଶ୍ଵର: ଶୀତରେ ଥରୁଛି ସାରା ଓଡିଶା। ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିଛି । ରାତିର ତାପମାତ୍ରା ପ୍ରାୟ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିଛି । ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେପଟେ ରାଉରକେଲା ଚଳିତବର୍ଷର ସବୁଠୁ ଥଣ୍ଡା ସହର ପାଲଟିଛି । ଝାରସୁଗୁଡ଼ାରେ ୮, କେନ୍ଦୁଝରରେ ୯.୫, ସୁନ୍ଦରଗଡ଼ରେ ୯.୭ ଫୁଲବାଣୀରେ ୯.୫, ଦାରିଙ୍ଗବାଡିରେ ୯.୫, ରାଉରକେଲାରେ ୭ ଡିଗ୍ରୀ ପାରଦ ରହିଛି । ଅନୁଗୁଳ ଓ ସୋନପୁରରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ମଧ୍ୟରେ ମଧ୍ୟ ପାରଦ କମ୍ ରହିଛି। ବୁଧବାର ଭୁବନେଶ୍ୱରର ୧୩.୨ ଏବଂ କଟକରେ ସବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.6 ° C
    19.6 °
    19.6 °
    54 %
    1kmh
    100 %
    Wed
    35 °
    Thu
    35 °
    Fri
    34 °
    Sat
    33 °
    Sun
    33 °

    ସମ୍ବନ୍ଧିତ