Friday, October 2, 2026
22.9 C
Odisha

    ରାଉରକେଲା ବିମାନ ଦୁର୍ଘଟଣା: ଭୁବନେଶ୍ବର ଆସିବ ଦୁର୍ଘଟଣାଗ୍ରସ୍ତ ବିମାନ ଯନ୍ତ୍ରାଂଶ

    ଆଗକୁ ପଢନ୍ତୁ

     

    କ୍ରେନ ମାଧ୍ୟମରେ ଟ୍ରେଲରରେ ସମସ୍ତ ଯନ୍ତ୍ରାଂଶକୁ ରଖାଯାଉଛି ।  ଏହି ଯନ୍ତ୍ରାଂଶ ଭୁବନେଶ୍ବର ପହଞ୍ଚିବା ପରେ ବିମାନ କମ୍ପାନୀକୁ ପଠାଯିବ ।  ଗତ ୧୦ ତାରିଖରେ ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ବେଳେ ବିମାନ ଇଞ୍ଜିନରେ ତ୍ରୁଟି ଦେଖାଦେଇଥିଲା । ଫଳରେ ରାଉରକେଲା ଜଲଦା ନିକଟସ୍ଥ ପଡ଼ିଆରେ ଫୋର୍ସ ଲ୍ୟାଣ୍ଡିଂ କରାଇଥିଲେ ପାଇଲଟ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ