Tuesday, April 7, 2026
35.3 C
Odisha

    ରାଜଧାନୀରେ ନକଲି ସିମେଣ୍ଟ କାରଖାନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜଧାନୀରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ଏକ ନାମୀଦାମୀ କମ୍ପାନୀର ପ୍ୟାକେଟ୍ ବ୍ୟବହାର ହେଉଥିଲା । କିନ୍ତୁ ଭିତରେ ଥିଲା ନକଲି ସିମେଣ୍ଟ । କେବଳ ରାଜଧାନୀ ନୁହେଁ, ବାହାରକୁ ମଧ୍ୟ ଚାଲାଣ ହେଉଥିଲା । ଖବର ପାଇ କାରଖାନାରେ ବଡଗଡ ଥାନା ପୁଲିସ ଚଢାଉ କରି ବସ୍ତା ବସ୍ତା ନକଲି ସିମେଣ୍ଟ ଜବତ କରିଛି । କାରଖାନା ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ