Saturday, October 31, 2026
26 C
Odisha

    ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ଆକ୍ରମଣରେ 2 ଆହତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଜେଲ ଫେରନ୍ତା ଯୁବକଙ୍କୁ ଆଉ ଜଣେ ଯୁବକ ବାଇକ କାଢ଼ିବାକୁ କହିବାରୁ ଜେଲ ଫେରନ୍ତା ଯୁବକ ଖଣ୍ଡାରେ କଲେ ଆକ୍ରମଣ।

    ଏହି ଆକ୍ରମଣରେ 2ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଗରୁ କୌଣସି ଏକ ଘଟଣାରେ ଜେଲ ଯାଇଥିଲେ ଏହି ଯୁବକ। ଜେଲ୍ ରୁ ବାହାରିବା ପରେ ପୁଣି ଏପରି କାଣ୍ଡ ଘଟାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26 ° C
    26 °
    26 °
    89 %
    0.4kmh
    46 %
    Sat
    24 °
    Sun
    28 °
    Mon
    29 °
    Tue
    29 °
    Wed
    28 °

    ସମ୍ବନ୍ଧିତ