Sunday, September 20, 2026
23.4 C
Odisha

    ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ, ସବୁ ଜଳିପୋଡି଼ ଛାରଖାର୍, ଜଣେ ମୃତ

    ଆଗକୁ ପଢନ୍ତୁ

    ଡିଏଫଏସର କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୧୦.୫୬ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ୧୫ଟି ଦମକଳ ଗାଡି଼ ଘଟଣାସ୍ଥଳରେ ନିୟୋଜିତ ଥିଲା । ପ୍ରାଥମିକ ସୂଚନା ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିବା ନେଇ ଜଣାପଡି଼ଛି । ଜଣେ DFS ଅଧିକାରୀଙ୍କ କହିବା ଅନୁସାରେ, ଘଟଣାରେ ପ୍ରାୟ ୪୦୦ ରୁ ୫୦୦ ଘର ଜଳିପୋଡି ନଷ୍ଟ ହୋଇଯାଇଛି । ନିଆଁକୁ ନିୟନ୍ତ୍ରଣ କରିବାକୁ ଅନେକ ସମୟ ଲାଗିଥିଲା । ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ସମସ୍ତଙ୍କୁ ନିକଟସ୍ଥ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.4 ° C
    23.4 °
    23.4 °
    96 %
    1.5kmh
    69 %
    Sun
    30 °
    Mon
    29 °
    Tue
    30 °
    Wed
    27 °
    Thu
    25 °

    ସମ୍ବନ୍ଧିତ