Wednesday, April 1, 2026
35.5 C
Odisha

    ରାଜଧାନୀରେ ମହିଳାଙ୍କ ଆତ୍ମହତ୍ୟା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବେକରେ ଓଢ଼ଣୀ ଲଗାଇ ମହିଳା ଜଣକ ନିଜେ ରହୁଥିବା ଘରେ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଘଟିଛି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଉତ୍କଳବାଟିକା ଆପାର୍ଟମେଣ୍ଟରେ।

    ସୂଚନା ଅନୁସାରେ, ମହିଳାଙ୍କ ନାମ ହେଉଛି ସାହିନା ଖାତୁନ ଓ ବୟସ ୨୮ ବର୍ଷ। ବିବାହ ବିଚ୍ଛେଦ ପରେ ସେ ଅବସାଦରେ ରହୁଥିଲେ। ଏହି କାରଣରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୁଲିସ ସନ୍ଦେହ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    20 %
    1.2kmh
    4 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ