Friday, November 13, 2026
23.8 C
Odisha

    ରାଜ୍ୟରେ ସମସ୍ତ ୭ଟି ସୂତାକଳ ବନ୍ଦ ହୋଇ ପଡ଼ିଛି: ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜି ବିଧାନସଭାରେ ଉଠିଛି ନକଲି ସମ୍ବଲପୁରୀ ଶାଢ଼ି ପ୍ରସଙ୍ଗ। ଏହି ପ୍ରସଙ୍ଗ ଉଠାଇଛନ୍ତି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ। ସେ କହିଛନ୍ତି, ସମ୍ବଲପୁରୀ ଶାଢ଼ି ବଜାରରେ କପି ରାଇଟ ଉଲ୍ଲଘନ ହୋଇ ବ୍ୟାପକ ଭାବେ ନକଲି ଶାଢ଼ି ବଜାରରେ ପ୍ରବେଶ ହେଉଛି। ଏହାଦ୍ୱାରା ହସ୍ତତନ୍ତ ଶାଢ଼ି ବିକ୍ରିର ମାନ୍ଦା ଅବସ୍ଥା ସୃଷ୍ଟି ହୋଇ ବୁଣାକାରମାନେ ହାତବାନ୍ଧି ବସିଥିବା ଅଭିଯୋଗ ଆସିଛି। ତାହା ସରକାରଙ୍କୁ ଦୃଷ୍ଟି ଗୋଚର ହେବା ନିହାତି ଆବଶ୍ୟକ। ଆଉ ଯେଉଁମାନେ ଏହି କାମ କରୁଛନ୍ତି ସେମାନଙ୍କ ପ୍ରତି ସରକାର କଣ ପଦକ୍ଷେପ ନେଉଛନ୍ତି ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    74 %
    1kmh
    0 %
    Fri
    21 °
    Sat
    27 °
    Sun
    27 °
    Mon
    26 °
    Tue
    27 °

    ସମ୍ବନ୍ଧିତ