Friday, October 9, 2026
29 C
Odisha

    ରାଜ୍ୟ ବଜେଟକୁ କ୍ୟାବିନେଟ ଅନୁମୋଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ୨୦୨୬-୨୭ ରାଜ୍ୟ ବଜେଟକୁ କ୍ୟାବିନେଟର ଅନୁମୋଦନ। ଅର୍ଥ ବିଭାଗର ୨୦୨୬-୨୭ ବଜେଟ କ୍ୟାବିନେଟରେ ଅନୁମୋଦନ। ଆଗାମୀ ବିଧାନସଭା ଅଧିବେଶନରେ ସବିଶେଷ ଉପସ୍ଥାପିତ ହେବ। ଏହାସହ ୪ଟି କ୍ୟାବିନେଟ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର। ଜଳସମ୍ପଦ ବିଭାଗର ୩ ଓ ଶ୍ରମ ବିଭାଗର ଗୋଟିଏ ପ୍ରସ୍ତାବରେ ମୋହର। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୧୦୦କୋଟିର ୩ଟି ପ୍ୟାକେଜ ଅନୁମୋଦନ। ଶ୍ରମ ବିଭାଗର ରେଡ଼ିଓଗ୍ରାଫର ସର୍ଭିସ ରୁଲ ମଧ୍ୟ ସଂଶୋଧନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ବୈଠକ। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସୂଚନା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29 ° C
    29 °
    29 °
    59 %
    1.9kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ