Wednesday, April 8, 2026
37.8 C
Odisha

    ରାଜ୍ୟ ବାହାରେ ଥିବା ମହିଳା ଶୀଘ୍ର କରନ୍ତୁ ସୁଭଦ୍ରା ଯୋଜନାରେ ଆବେଦନ: ପ୍ରଭାତୀ ପରିଡା

    ଆଗକୁ ପଢନ୍ତୁ

    ସୁଭୁଦ୍ରା ଟଙ୍କା ଯୋଜନାକୁ ନେଇ ଆସିଲା ବଡ ଖବର  ।  ଉପ ମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡାଙ୍କ ଅପିଲ୍‌ । ରାଜ୍ୟ ବାହାରେ ଏବେବି ରହିଛନ୍ତି ଅନେକ ମହିଳା ।  ଯେଉଁମାନେ କି  ସୁଭଦ୍ରାରେ  ସାମିଲ ହେବା ପାଇଁ ଏଯାଏଁ  ଆବେଦନ କରିନାହାଁନ୍ତି ।ସେମାନଙ୍କୁ ଅନୁରୋଧ  ଶୀଘ୍ର ଆବେଦନ  କରନ୍ତୁ ।   ସୁଭଦ୍ରା କୁ ନେଇ  ଜିଲ୍ଳା ରିଭ୍ୟୁରୁ ଆସିଲା ଏହି ବଡ ତଥ୍ୟ  ।  ସୁଭଦ୍ରା ଯୋଜାନରେ ସାମିଲ  ହେବା ପାଇଁ  ପ୍ରଭାତୀ ପରିଡାଙ୍କ ଅପିଲ୍‌ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.8 ° C
    37.8 °
    37.8 °
    13 %
    3.6kmh
    3 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ