Sunday, October 4, 2026
24.6 C
Odisha

    ରାଜ୍ୟ ବିଜେପିର ଗୁଣ୍ଡାରାଜ: କାର୍ଯ୍ୟରତ ସାମ୍ବାଦିକଙ୍କୁ ନାଲିଆଖି

    ଆଗକୁ ପଢନ୍ତୁ

    ବିଜେପି ପାର୍ଟି ଅଫିସରେ ପୁଣି ହଙ୍ଗାମା । ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର। ରିପୋଟିଂ କରିବାବେଳେ ବିଜେପି ନେତାଙ୍କ ଆକ୍ରମଣ ଦେଖିବାକୁ ମିଳିଛି। ନନ୍ଦିଘୋଷ ଟିଭି ପ୍ରତିନିଧିଙ୍କୁ ଠେଲାପେଲା କରିଛନ୍ତି ବିଜେପି ନେତା ଯତୀନ ମହାନ୍ତି। କ୍ୟାମେରା ବନ୍ଦ କରିବାକୁ ପ୍ରୟାସ ମଧ୍ୟ କରିଥିବା ଚିତ୍ର ସାମ୍ନାକୁ ଆସିଛି। ଖବର ପାଇ ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ