Sunday, April 12, 2026
39 C
Odisha

    ରାତି ଅଧରେ ଲୁଟ୍, ମାଡ଼ ମାରି ଲହୁଲୁହାଣ କରି ଲୁଟିନେଲେ ଟଙ୍କା ଓ ସୁନା

    ଆଗକୁ ପଢନ୍ତୁ

    ଉମରକୋଟ : ମାଡ଼ ମାରି ଲହୁଲୁହାଣ କରି ଲୁଟିନେଲେ ଟଙ୍କା ଓ ସୁନା । ନବରଙ୍ଗପୁର ଜିଲ୍ଲା ଉମରକୋଟ ଜମାଇ କଲୋନୀର ତାରକ ହାଲଦାରଙ୍କ ଘରେ ଲୁଟ୍ ହୋଇଛି । ରାତି ଅଧରେ ମୁହଁରେ କଳା କପଡା ବାନ୍ଧି ଆସିଥିଲେ ଲୁଟେରା। କବାଟ ଭାଙ୍ଗିବା ସହ ତାରକଙ୍କୁ ଫାର୍ଶାରେ ଆକ୍ରମଣ କରିଥିଲେ। ଫଳରେ ତାରକ ଗୁରୁତର ଅବସ୍ଥାରେ ସେମାନଙ୍କ ସମ୍ମୁଖରେ ପଡି ରହିଥିଲେ । ତଥାପି ସେମାନେ ତାରକଙ୍କୁ ଛାଡି ନଥିଲେ। ମାଡ଼ ମାରିବା ସହ ଟଙ୍କା, ମୋବାଇଲ ଓ ସୁନାଗହଣା ନେଇଯାଇଛନ୍ତି। ତାରକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    9 %
    3.5kmh
    0 %
    Sun
    39 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ