Tuesday, September 2, 2025
24.5 C
Odisha

    ରାଷ୍ଟ୍ରୀୟ ଶୋକ ଘୋଷଣା ସମୟରେ ଛାତ୍ରୀମାନଙ୍କ ସହ ମିଶି ଝୁମିଲେ ଶିକ୍ଷୟିତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। । ଗତକାଲି ଦିଲ୍ଲୀର ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଡ. ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଯାଇଛି। ମନମୋହନଙ୍କ ବିୟୋଗରେ ଜାନୁଆରି ପହିଲା ପର୍ଯ୍ୟନ୍ତ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ସମୟରେ ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ବୋଲି ସୂଚିତ କରାଯାଇଛି। ଏଭଳି ସମୟରେ ମଧ୍ୟପ୍ରଦେଶର ଏକ ସ୍କୁଲରୁ ଶିକ୍ଷୟିତ୍ରୀ ଓ କିଛି ଛାତ୍ରୀମାନେ ମିଶି ନୃତ୍ୟ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    93 %
    0.9kmh
    96 %
    Mon
    24 °
    Tue
    25 °
    Wed
    28 °
    Thu
    30 °
    Fri
    30 °

    ସମ୍ବନ୍ଧିତ