Wednesday, July 29, 2026
24.1 C
Odisha

    ରିମାଣ୍ଡରେ ହାର୍ଡକୋର ବିହାରୀ ଅପରାଧୀ ମଧୁକାନ୍ତ ରାଣା, ଆଜି ଚୌଦ୍ବାର ଜେଲ ନେଇ ସିନ୍ ରିକ୍ରିଏସନ କରିବ

    ଆଗକୁ ପଢନ୍ତୁ

    ଚୌଦ୍ବାର : ରିମାଣ୍ଡରେ ହାର୍ଡକୋର ବିହାରୀ ଅପରାଧୀ ମଧୁକାନ୍ତ ରାଣା । ୬ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି କମିଶନରେଟ ପୋଲିସ । ଆଜି ଚୌଦ୍ବାର ଜେଲ ନେଇ ସିନ୍ ରିକ୍ରିଏସନ କରିବ ପୋଲିସ । ପାଚେରୀ ଡେଇଁ କିପରି ଫେରାର ହେଲା ଦେଖାଇବ ମଧୁକାନ୍ତ । ପଚରାଉଚରା ପାଇଁ କମିଶନରେଟ ପୋଲିସର ଏକ ଚାରି ଜଣିଆ ଟିମ୍ ଗଠନ କରାଯାଇଛି । ଚୌଦ୍ବାର ଜେଲରୁ ଫେରାର ହେବାରେ କେହି ସହଯୋଗ କରିଥିଲେ କି? ଅନ୍ୟ ଫେରାର ଅପରାଧୀ ରାଜା ସାହାଣୀ ଏବେ କେଉଁଠି? ମଧୁକାନ୍ତକୁ ବିଭିନ୍ନ ପ୍ରଶ୍ନ ଗୁଡ଼େଇତୁଡେଇ ପଚାରୁଛି । ଗତ ୧୪ ତାରିଖରେ ବୃନ୍ଦାବନର ଏକ ମଠରୁ ମଧୁକାନ୍ତକୁ ଗିରଫ କରାଯାଇଥିଲା । ସେପଟେ ଅନ୍ୟ ଫେରାର ଅପରାଧୀ ରାଜା ସାହାଣୀର ଏଯାଏ ମିଳିନି ପତ୍ତା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    93 %
    1.4kmh
    91 %
    Wed
    24 °
    Thu
    30 °
    Fri
    30 °
    Sat
    29 °
    Sun
    30 °

    ସମ୍ବନ୍ଧିତ