Wednesday, October 28, 2026
20.8 C
Odisha

    ରୁଷିଆରେ ୭.୪ ତୀବ୍ରତାର ଭୂମିକମ୍ପ

    ଆଗକୁ ପଢନ୍ତୁ

    ରୁଷିଆ : ରୁଷିଆରେ ପୁଣି ବଡ଼ ଧରଣର ଭୂମିକମ୍ପ । ସୁନାମୀ ୱାର୍ଣ୍ଣିଂ ଜାରି । କାମଚଟକାର ପୂର୍ବ ଉପକୂଳରେ ବଡ଼ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନସ ପକ୍ଷରୁ ଭୂମିକମ୍ପ ନେଇ ସୂଚନା ଦିଆଯାଇଛି ।

    କାମଚକଟା ଦ୍ବୀପରେ ମାସେ ପୂର୍ବରୁ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ୮.୮ ଥିଲା । ଏବେ ପୁଣି କାମଚଟକାର ପୂର୍ବ ଉପକୂଳରେ ବଡ଼ ଭୂକମ୍ପ ଅନୁଭୂତ ହୋଇଛି । ଏଥିଯୋଗୁ ସୁନାମୀ ଚେତାବନୀ ଦିଆଯାଇଛି । ତେବେ ଭୂକମ୍ପ କ୍ଷୟକ୍ଷତି ସଂପର୍କରେ ଜଣାପଡ଼ିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    20.8 ° C
    20.8 °
    20.8 °
    97 %
    2.8kmh
    100 %
    Tue
    21 °
    Wed
    22 °
    Thu
    23 °
    Fri
    27 °
    Sat
    27 °

    ସମ୍ବନ୍ଧିତ