Monday, March 2, 2026
21.1 C
Odisha

    ଲମ୍ବା ଓ ମଜଭୁତ କେଶ ପାଇଁ ବ୍ୟବହାର କରନ୍ତୁ କଫିର ଏହି ମାସ୍କ

    ଆଗକୁ ପଢନ୍ତୁ

    କଫିରେ ଥିବା କାଫ୍ରେଇନ୍ କେଶର ସୁନ୍ଦରତା ବଢାଇବା ସହ କେଶକୁ ମଜବୁତ୍ ରଖିଥାଏ । କେଶର ରୁକ୍ଷାପଣକୁ ମଧ୍ୟ ଦୁର କରିଥାଏ । କଫି ଏକ ପ୍ରକାରର ଭଲ କଣ୍ଡିସନର୍ ଓ ମସାଜର୍ ହୋଉଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ କେଶ ମୁଳକୁ ସୁସ୍ଥ ରଖିଥାଏ । କଫି ବହୁତ୍ ଗୁଡିଏ ସୌନ୍ଦର୍ଯ୍ଯ ସମଧାନର ଉପାୟ । ଏହି ଉପାୟରେ ଆପଣ ନିଜେ ଘରେ ବସି ନିଜର ସୁନ୍ଦରତା ନିଖାରି ପାରିବେ । ଆସନ୍ତୁ ଜାଣିବା କେଶ ପାଇଁ କଫିର ଆବଶ୍ଯକତା ।

     

    • କେଶର ଗ୍ରୋଥ୍ ପାଇଁ : କଫି କେଶର ଗ୍ରୋଥ୍ ବଢାଇଥାଏ ଓ କେଶକୁ କୋମଳ ମଧ୍ୟ କରିଥାଏ । ୧ ଚାମଚ୍ କଫି ପାଉଡରେ ୨ ଚାମଚ ଅଲିଭ୍ ଅଏଲ୍ ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ କେଶରେ ଲଗାନ୍ତୁ ଓ କିଛି ସମୟ ମସାଜ୍ କରନ୍ତୁ । ୧୫ ରୁ ୩୦ ମିନିଟ୍ ରଖିବା ପରେ ପାଣିରେ ଧୋଇ ନିଅନ୍ତୁ । ଏପରି ସପ୍ତାହକୁ ଦୁଇ ଥର କରନ୍ତୁ ।
    • କେଶର କଲର୍ ପାଇଁ : ପ୍ରଥମେ କଫିକୁ ଫୁଟାଇବା ପରେ ଥଣ୍ଡା କରିବା ପାଇଁ ରଖିଦେବା । ତାପରେ ଏହା ସହ ୧ଚାମଚ୍ କଫି ପାଉଡର୍ ଓ ୨ଚାମଚ୍ ହେୟାର୍ କଂଡିସନର୍ ମିଶାଇବା । ତା‘ପରେ ଏହାକୁ କେଶରେ ଲଗାଇବା ଏବଂ ଗୋଟେ ଘଣ୍ଟା ପରେ ଧୋଇନେବା ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.1 ° C
    21.1 °
    21.1 °
    44 %
    1.2kmh
    8 %
    Mon
    35 °
    Tue
    36 °
    Wed
    37 °
    Thu
    38 °
    Fri
    38 °

    ସମ୍ବନ୍ଧିତ