Wednesday, October 7, 2026
23.2 C
Odisha

    ଲିଭର ଇନଫେକ୍ସନ କଣ, ଏହା କିପରି ହୋଇଥାଏ, ଏହାର ଘରୋଇ ଚିକିତ୍ସା

    ଆଗକୁ ପଢନ୍ତୁ

    ଲିଭର ଇନଫେକ୍ସନ ସାଧାରଣ ଭାବରେ ବିଶେଷ କିଛିଟା କାରଣ ପାଇଁ ହୋଇଥାଏ। ଲିଭରରେ ଇନଫେକ୍ସନ ହେବା ଦ୍ୱାରା ଖାଦ୍ୟହଜମ ହେବାରେ ଅସୁବିଧା ହୋଇଥାଏ ଏବଂ ଅନ୍ତରେ ଫୁଲିଯିବା ଭଳି ସମସ୍ୟା ଦେଖା ଯାଇଥାଏ। କିଛିବି ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ ଏସିଡ଼ିଟି ସମସ୍ୟା ଦେଖା ଯାଇଥାଏ।ଆମର ଖରାପ ଜୀବନ ଶୈଳୀ ଓ ଖାଦ୍ୟପେୟ ପାଇଁ ଆମେ ଅନେକ ରୋଗରେ ପୀଡିତ ହୋଇଥାଉ , ସେଥିମଧ୍ୟରୁ ଗୋଟିଏ ହେଉଛି ଲିଭରରେ ଇନଫେକ୍ସନ। ଲିଭରରେ ହେଉଥିବା ସଂକ୍ରମଣକୁ ଗ୍ୟାସ୍ଟ୍ରୋ ଇଣ୍ଟେନଷ୍ଟାଇନ ମଧ୍ୟ କୁହାଯାଇ ଥାଏ।

    ଲକ୍ଷଣ: ଏହାର ପ୍ରାରମ୍ଭିକ ଲକ୍ଷଣରେ ଝାଡା-ବାନ୍ତି ଭଳି ସମସ୍ୟା ଦେଖାଯାଇ ଥାଏ। ଏହି ସଂକ୍ରମଣ ବିଶେଷ ଭାବରେ ବାହାର ଭୁତାଣୁ ଦ୍ୱାରା କିମ୍ବା ଅନ୍ୟକୌଣସି ସଂକ୍ରମଣ ଦ୍ୱାରା ହୋଇଥାଏ।

    ଲିଭରରେ ଜ୍ବଳନ ହେବା, ଫୁଲିଯିବା, ଏବଂ ବ୍ୟାକ୍ଟେରିଆ ସଂକ୍ରମଣ ଦ୍ୱାରା ହୋଇଥାଏ। ଗ୍ୟାସ୍ଟ୍ରୋ ଇଣ୍ଟେନଷ୍ଟାଇନକୁ କୋଲନ ଇନଫେକ୍ସନର କାରଣ ବୋଲି ମଧ୍ୟ କୁହାଯାଇଥାଏ।

    ଲିଭର ଇନଫେକ୍ସନ ଦ୍ୱାରା ଖାଦ୍ୟ ହଜମ ନହେବା, ପେଟ ଫୁଲି ରହିବା, ଏସିଡ଼ିଟି ଗ୍ୟାସ ସମସ୍ୟା ଦେଖାଯାଇଥାଏ। ମଳରେ ରକ୍ତ ପଡିବା ଏବଂ ଝାଡ଼ାରେ ନାଳ ପଡିବା ଭଳି ଦେଖାଯାଇଥାଏ।

    କାରଣ :ଲିଭର ଇନଫେକ୍ସନ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ହୋଇଥାଏ।

    ଅତ୍ୟଧିକ ତୈଳ ଯୁକ୍ତ ଭୋଜନ ଖାଇବା।

    ଆଲକୋହଲ ସେବନ କରିବା ସହିତ ଅଧିକ ଆମିଷ ସେବନ କରିବା।

    ଦୂଷିତ ପାନୀୟ ସେବନ କରିବା।

    ଘରୋଇ ଚିକିତ୍ସା :ମଦ୍ୟପାନ ଠାରୁ ଦୁରେଇ ରହିବ।

    ଘରୋଇ ଓ ସ୍ୱାସ୍ଥ୍ୟକର ଭୋଜନ ଖାଆନ୍ତୁ।

    ଲିକୁଇଡ ଡାଏଟ ସେବନ କରିବା ଜରୁରୀ, କାହିଁକି ନା ଏଭଳି ଖାଦ୍ୟ ହଜମ ସହଜରେ ହୋଇଥାଏ।

    ପାଚିଲା ଅମୃତଭଣ୍ଡା ନିହାତି ସେବନ କରନ୍ତୁ।
    ନିୟମିତ ପଇଡ଼ ସେବନ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ