Friday, October 23, 2026
20.3 C
Odisha

    ଶରୀରରେ ରକ୍ତ ସଞ୍ଚାଳନକୁ ସକ୍ରିୟ କରେ କଲରା

    ଆଗକୁ ପଢନ୍ତୁ

    କିଛି ଲୋକ କଲରାକୁ ଖାଇବାକୁ ପସନ୍ଦ କରୁଥିବାବେଳେ କିଛି ଖାଇବାକୁ ଭଲ ପାଆନ୍ତିନି, କାରଣ କଲରା ଖାଇବାକୁ ପିତା ଲାଗେ। କଲରାର ସ୍ବାଦ ପିତା ହେଲେ ମଧ୍ୟ ଏହା ଆମ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଆସନ୍ତୁ ଜାଣିବା ଶରୀରରେ କଲରର ଉପକାରିତା : –

    ଜଣେ ଡାଇବେଟିସ୍‌ ରୋଗୀ ପାଇଁ ଏହା ଆହୁରି ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ।

    ସବୁଠାରୁ ଖାସ୍‌ କଥା ହେଲା, ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିଥାଏ।

    କଲରାରେ ଅନେକ ପ୍ରକାର ଭିଟାମିନ୍‌ ରହିଛି। ତନ୍ମଧ୍ୟରୁ ଭିଟାମିନ୍‌-ଏ ଆମର ଦୃଷ୍ଟିଶକ୍ତିକୁ ଆହୁରି ଦୃଢ଼ କରିଥାଏ।

    ଏହାର ଆଣ୍ଟି-ଅକ୍ସିଡାଣ୍ଟ୍‌ ଗୁଣ ପାଇଁ ବାହାର ଜୀବାଣୁଗୁଡିକ ସହଜରେ ଶରୀର ଭିତରକୁ ପ୍ରବେଶ କରପାରି ନ ଥାନ୍ତି।

    କଲରା ଜୁସ୍‌ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ।

    ସବୁଠାରୁ ଖାସ୍‌ କଥା ହେଲା, କଲରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

    ଉଚ୍ଚ ରକ୍ତଚାପକୁ କଲରା କେତେକାଂଶରେ ନିୟନ୍ତ୍ରଣରେ ରଖିଥାଏ।

    କଲରାକୁ ନିୟମିତ ଖାଇଲେ ତାହା ରକ୍ତକୁ ପରିଷ୍କାର ରଖିବା ସହ ରକ୍ତ ସଞ୍ଚାଳନକୁ ଠିକ୍‌ ରଖେ।

    କଲରା ଖାଇଲେ ଆଉ ଏକ ଉପକାର ମଧ୍ୟ ମିଳିଥାଏ। ଏହା ଶରୀରରେ ସହଜରେ ଆଲର୍ଜି ହେବାକୁ ଦେଇ ନ ଥାଏ।

    ଏପରି କି କଲରାକୁ ଖାଇଲେ ଆଜ୍‌ମା ସମସ୍ୟାରୁ କେତେକାଂଶରେ ଉପଶମ ମିଳିଥାଏ।

    କଲରା ମଧ୍ୟ ଓଜନକୁ ସନ୍ତୁଳିତ ରଖେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    20.3 ° C
    20.3 °
    20.3 °
    80 %
    0.9kmh
    25 %
    Fri
    29 °
    Sat
    29 °
    Sun
    28 °
    Mon
    27 °
    Tue
    24 °

    ସମ୍ବନ୍ଧିତ