Wednesday, October 7, 2026
23.2 C
Odisha

    ଶିମିଳିପାଳରେ ଶୂନ ହୋଇଗଲା ପାରଦ, ଅସହ୍ୟ ଜାଡ଼ରେ ପ୍ରଭାବିତ ହେଇଛି ଜନଜୀବନ

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ  : ମୟୂରଭଞ୍ଜ ଓ ଶିମିଳିପାଳରେ ଶୂନ ହୋଇଗଲା ପାରଦ ।  ଶିମିଳିପାଳରେ ଉପରବାରା କାମୁଡ଼ାରେ ଶୂନ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

    ସେହିପରି ଚାହାଲାରେ ୨ ଡିଗ୍ରୀ,ବରେହିପାଣିରେ୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ମୟୂରଭଞ୍ଜର ଅନ୍ୟ ଅଞ୍ଚଳ ଗୁଡିକରେ ବି ପାରଦ ଖସିଛି ।  ଦିନ ହେଉ ଅବା ରାତି ଅସହ୍ୟ ଜାଡ଼ ସହ ପ୍ରବଳ କୁହୁଡିରେ ପ୍ରଭାବିତ ହେଇଛି ଜନଜୀବନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ