Sunday, August 2, 2026
29.7 C
Odisha

    ଶ୍ରୀମନ୍ଦିରରେ ଜୋତା, ସିସିଟିଭି ଯାଞ୍ଚ ସହ ତଦନ୍ତ ଦାବି କଲେ ସେବାୟତ

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀମନ୍ଦିରରେ ଜୋତା । ଭିତର ଭଣ୍ଡ ଦ୍ୱାର ବା ଭୋଗ ମଣ୍ଡପ ଦ୍ୱାର ନିକଟକୁ କେହି ଜଣେ ଜୋତା ନେଇଥିଲେ । ସେଠାରେ ଜୋତା ଥିବା ଦେଖିବା ପରେ ଜଣେ ସେବାୟତ ମନ୍ଦିର ଭିତରୁ ହାତରେ ଧରି ବାହାରକୁ ଆଣିବା ସହ ପୋଲିସକୁ ଜଣାଇଥିଲେ । ଜୋତା ଭୋଗ ମଣ୍ଡପ ଦ୍ୱାର ପର୍ଯ୍ୟନ୍ତ କେମିତି ଗଲା ତାକୁ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିରକୁ ଜୋତା, ଚମଡା ଜାତୀୟ ବେଲ୍ଟ ବାରଣ ଥିବା ବେଳେ କିଏ ଜୋତା ପିନ୍ଧି ସତପାହାଚ ଦେଇ ଭଣ୍ଡ ଦ୍ୱାର ପର୍ଯ୍ୟନ୍ତ ଯାଇଥିଲା । ଏତେ ସଂଖ୍ୟକ ପୋଲିସ ଏବଂ ଚାରିଦ୍ୱାରରେ ପ୍ରତିହାରୀ ସେବାୟତ, ଜେଟିପି ମୁତୟନ ସତ୍ତ୍ବେ ଜୋତା ଏଠାକୁ କେମିତି ଗଲା, ତାକୁ ନେଇ ପ୍ରଶ୍ନ ଉଠିଛି । ସିସିଟିଭି ଯାଞ୍ଚ ସହ ଏହାର ତଦନ୍ତ ଦାବି କରିଛନ୍ତି ସେବାୟତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    69 %
    2.7kmh
    82 %
    Sun
    31 °
    Mon
    31 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ