Saturday, March 21, 2026
19.7 C
Odisha

    ଶ୍ରୀମନ୍ଦିର ଉପରେ ଶୁଭଙ୍କର ମିଶ୍ରାଙ୍କ ବିବାଦୀୟ ମନ୍ତବ୍ୟ, ଅଭିଯୋଗ ଆସିବା ପରେ ୟୁଟ୍ୟୁବ ଚ୍ୟାନେଲରେ କଲେ କ୍ଷମା ପ୍ରାର୍ଥନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା। ଶ୍ରୀମନ୍ଦିର ଉପରେ ଶୁଭଙ୍କର ମିଶ୍ରାଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ନିଜ ୟୁଟ୍ୟୁବ ଚ୍ୟାନେଲରେ କ୍ଷମା ପ୍ରାର୍ଥନା କଲେ ଶୁଭଙ୍କର। ଅଭିଯୋଗ ଆସିବା ପରେ ବିବାଦୀୟ ଭିଡିଓକୁ ନିଜ ୟୁଟ୍ୟୁବ ଚ୍ୟାନେଲରୁ ହଟାଇଦେଇଛନ୍ତି ଶୁଭଙ୍କର । ମୁଁ କୌଣସି ଗୁଜବ ପ୍ରଚାର କରିନି ।

    ଓଡ଼ିଆ ଭାଇଭଉଣୀଙ୍କୁ ଆଘାତ ଲାଗିଥିଲେ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି । ମୋ କଥା ଆଘାତ ଦେଇଥିଲେ ଜଗନ୍ନାଥପ୍ରେମୀଙ୍କୁ କ୍ଷମା ମାଗୁଛି କହିଛନ୍ତି ଶୁଭଙ୍କର । ଶ୍ରୀମନ୍ଦିରକୁ ପ୍ରେମୀଯୁଗଳ ଗଲେ ବାହାଘର ସଫଳ ହୋଇନପାରେ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଶ୍ରୀମନ୍ଦିର ଉପରେ ରାଧାରାଣୀଙ୍କ ଅଭିଶାପ ପଡିଛି ବୋଲି କହିଥିଲେ ଶୁଭଙ୍କର । ଏହି ବିବାଦୀୟ ମନ୍ତବ୍ୟ ପରେ ପ୍ରବଳ ବିରୋଧ ଦେଖାଦେଇଥିଲା ।  ଏନେଇ ସିଂହଦ୍ବାର ଥାନାରେ ଏତଲା ଦେଇଥିଲେ ବରିଷ୍ଠ ସେବାୟତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    79 %
    0.7kmh
    99 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    37 °

    ସମ୍ବନ୍ଧିତ