Tuesday, December 16, 2025
20.8 C
Odisha

    ଶ୍ରୀମନ୍ଦିର ବାହାରେ ୱାଚ ଟାୱାର ଲଗାଇବେ ସରକାର, ଡ୍ରୋନ ଉପରେ ରଖାଯିବ କଡା ନଜର

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀମନ୍ଦିର ବାହାରେ ୱାଚ ଟାୱାର ଲଗାଇବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଡ୍ରୋନ କେଉଁଠୁ ଆସୁଛି, ତାକୁ ଉଚ୍ଚତାରୁ ନିରୀକ୍ଷଣ କରାଯାଇ ପାରିବ । ସେହିପରି ଗର୍ଭଗୃହ ଫୋଟୋ ଭାଇରାଲ ହେବାର ତଦନ୍ତ କରୁଛି ପୋଲିସ । ଯିଏ ବି ଏହା କରିଛି, ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରାଯିବ । ଚାରି ଦୁଆରରେ ସିସିଟିଭି ଜରିଆରେ କଡା ଚେକିଂ ହେଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    40 %
    0.1kmh
    88 %
    Tue
    28 °
    Wed
    28 °
    Thu
    27 °
    Fri
    26 °
    Sat
    26 °

    ସମ୍ବନ୍ଧିତ