Sunday, October 4, 2026
28.6 C
Odisha

    ଷ୍ଟଣ୍ଟ ଦେଖାଇବା ପଡିଲା ମହଙ୍ଗା, ଜଳିଗଲେ ଛାତ୍ର

    ଆଗକୁ ପଢନ୍ତୁ

    ପୁରୀ : ଷ୍ଟଣ୍ଟ ଦେଖାଇବା ପଡିଲା ମହଙ୍ଗା । ଷ୍ଟଣ୍ଟ ଦେଖାଇବା ବେଳେ ଜଳିଗଲେ ଛାତ୍ର । ବ୍ରହ୍ମଗିରି ବ୍ଲକ ବାଲୁକେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଜଳିଯାଇ ଗୁରୁତର ହୋଇଥିବା ଜଣାଯାଇଛି । ଗୁରୁତର ଛାତ୍ରଙ୍କୁ ଚିକିତ୍ସା ପାଇଁ ପୁରୀ ସଦରମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିଦ୍ୟାଳୟ ଭିତରେ ଥିବା ପ୍ରେଟୋଲ ବୋତଲରୁ ପ୍ରେଟୋଲ ନେଇ ଷ୍ଟଣ୍ଟ ଦେଖାଉଥିଲେ ୨ଜଣ ଛାତ୍ର । ନିଆଁ ଲାଗି ପୋଡିଯାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ