Thursday, March 6, 2025
22.5 C
Odisha

    ସରସ୍ୱତୀ ପୂଜାରେ ଚମକିବ ଏହି ରାଶିମାନଙ୍କର ଭାଗ୍ୟ

    ଆଗକୁ ପଢନ୍ତୁ

    ବସନ୍ତ ପଞ୍ଚମୀ ଚଳିତ ବର୍ଷ ୨ ଫେବୃଆରୀ ରବିବାର ଦିନ ପାଳନ କରାଯିବ । ଏହି ଦିନ ବାକ୍‌ଦେବୀ ମା’ ସରସ୍ୱତୀଙ୍କର ଉପାସନା ସହ ପୂଜାର୍ଚ୍ଚନା କରାଯାଏ । ମାଘ ମାସର ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ବସନ୍ତ ପଞ୍ଚମୀର ପର୍ବ ପାଳନ କରାଯାଏ । ମା’ଙ୍କ ଉପାସନା କରିବା ଦ୍ୱାରା ଉତ୍ତମ ବିଦ୍ୟା, ବୁଦ୍ଧି ଓ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ।
    ଚଳିତ ବର୍ଷ ବସନ୍ତ ପଞ୍ଚମୀରେ ୧୪୪ ବର୍ଷ ପରେ ବିଶେଷ ସଂଯୋଗ ହେବାକୁ ଯାଉଛି । ଏହି ଦିନ ମହାକୁମ୍ଭର ୪ର୍ଥ ସ୍ନାନ ବ୍ୟତୀତ ସର୍ବାର୍ଥ ସିଦ୍ଧିଯୋଗ, ଶିବ ଯୋଗ, ସିଦ୍ଧ ଯୋଗ, ଉତ୍ତରାଭାଦ୍ରପଦ ଓ ରେବତୀ ନକ୍ଷତ୍ରର ସଂଯୋଗ ମଧ୍ୟ ହେବାକୁ ଯାଉଛି ।ବସନ୍ତ ପଞ୍ଚମୀରେ ହେବାକୁ ଯାଉଥିବା ଏହି ଶୁଭ ଯୋଗ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଖୁବ୍‌ ଭାଗ୍ୟଶାଳୀ ହେବେ । ଜାଣନ୍ତୁ..

    କର୍କଟ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଉନ୍ନତିର ଯୋଗ ରହିଛି । କର୍ମକ୍ଷେତ୍ରରେ ଉନ୍ନତି ହେବ । ଧନ ବୃଦ୍ଧି ହେବ । ମା’ଙ୍କ କୃପାରୁ ମନସ୍କାମନା ପୂରଣ ହେବ ।

    କନ୍ୟା – ଏହି ରାଶିଙ୍କ ଶୁଭ ଦିନର ଆରମ୍ଭ ହେବ । ମା’ଙ୍କ ଆଶୀର୍ବାଦ ମିଳିବ । ବ୍ୟବସାୟରେ ଲାଭ ମିଳିବ । ବାଣୀ ପାଇଁ ଆକର୍ଷଣର କାରଣ ପାଲଟିବେ ।

    ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତି ହେବ । ପ୍ରେମ ସମ୍ପର୍କ ମଜଭୁତ ହେବ । ବିବାଦର ସମାଧାନ ହେବ । ବ୍ୟବସାୟରେ ଖୁବ୍‌ ଲାଭ ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    10 %
    2kmh
    5 %
    Thu
    25 °
    Fri
    34 °
    Sat
    37 °
    Sun
    38 °
    Mon
    39 °

    ସମ୍ବନ୍ଧିତ