Tuesday, March 17, 2026
36.4 C
Odisha

    ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ବାରା ହଂସପାଳ ଫ୍ଲାଏ ଓଭର ବ୍ରିଜ ଉଦଘାଟିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ବାରା ଉଦଘାଟିତ ହେଲା ହଂସପାଳ ଫ୍ଲାଏ ଓଭର ବ୍ରିଜ।ଫ୍ଲାଏ ଓଭର ବ୍ରିଜରେ ଗଡ଼ିଲା ଗାଡ଼ି। ୫୦୦ ମିଟର ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ୫ ବର୍ଷ ଲାଗିଲା। ଉଦଘାଟନ ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଫ୍ଲାଏ ଓଭର ନିର୍ମାଣରେ ବିଳମ୍ବ ପାଇଁ ପୂର୍ବର ବିଜେଡି ସରକାର ଓ ଠିକାଦାରଙ୍କୁ ଦାୟୀ କରିଛନ୍ତି। ସାଂସଦ କହିଛନ୍ତି, ୨୪ କୋଟି ଟଙ୍କାରେ ନିର୍ମାଣ ହୋଇଛି ବ୍ରିଜ୍। ଏବେ ହଂସପାଳରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣକୁ ଆସିବ  ଭୁବନେଶ୍ୱର-କଟକ ଟ୍ରାଫିକ ସମସ୍ୟା ଦୂର କରିବ ରିଙ୍ଗ ରୋଡ। ଖୁବ ଶୀଘ୍ର ଆରମ୍ଭ ହେବ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ।
    ରାମେଶ୍ୱରରୁ ଚୌଦ୍ବାର ଯାଏ ହେବ ୧୧୧ କିଲୋମିଟରର ରିଙ୍ଗରୋଡ ହେବ ଏବଂ  ଏଥିଲାଗି ସାଢେ ୬ ହଜାର କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.4 ° C
    36.4 °
    36.4 °
    19 %
    3.8kmh
    86 %
    Tue
    35 °
    Wed
    36 °
    Thu
    36 °
    Fri
    35 °
    Sat
    33 °

    ସମ୍ବନ୍ଧିତ