Wednesday, September 30, 2026
23.8 C
Odisha

    ସାଉଦୀ ଆରବସ୍ଥିତ ପ୍ରଥମ ଓଡିଆ ସଙ୍ଗଠନ ରୋଜାର ୧୬ତମ ବାର୍ଷିକ ଉତ୍ସବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସାଉଦୀ ଆରବସ୍ଥିତ ପ୍ରଥମ ଓଡିଆ ସଙ୍ଗଠନ ରୋଜା ତାହାର ୧୬ତମ ବର୍ଷିକ ଉତ୍ସବ ପାଳନ କରିଛି।ପ୍ରାୟ ୩୦୦ ପ୍ରବାସୀ ଓଡିଆଙ୍କ ଉପସ୍ଥିତିରେ ଓଡିଶାର ସଂସ୍କୃତି,ଐତିହ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟପ୍ରାଚ୍ୟରେ ଏକ କ୍ଷୁଦ୍ର ଓଡିଶାର ଅନୁଭୂତି ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଆସ୍ମାକ୍ ଗ୍ରୁପର ପ୍ରତିଷ୍ଠାତା ଡଃ ଦେବ ମହାନ୍ତି ଓ ସିକ୍ୟୁର ଆଇ ଗ୍ରୁପର ସହ ପ୍ରତିଷ୍ଠାତା ଶ୍ରୀ କର୍ମେନ୍ଦ୍ର କୋହଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆ ଐକ୍ୟ ଏବଂ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ।ଏଠାରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀମତି ଦୀପିକା ପାଣିଗ୍ରାହୀ,ଦୀପିକା ପାତ୍ର ଏବଂ ରୋଜାଲିନ୍ ନାଏକଙ୍କ ନିର୍ଦେଶନାରେ ଓଡିଶୀ,ସମ୍ବଲପୁରୀ ଓ ଆଧୁନିକ ଗୀତ ସହ ସୁନାମଧନ୍ୟ ଓଲିଉଡ୍ ଗାୟକ ଶ୍ରୀ ସ୍ଵୟମ୍ ପାଢୀ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ