Tuesday, April 1, 2025
31.2 C
Odisha

    ସାମ୍ବାଦିକ ଏବଂ ଗଣ ଯୋଗାଯୋଗ ପ୍ରଶ୍ନପତ୍ରରେ ତ୍ରୁଟି, ଶୀଘ୍ର ନିଷ୍ପତ୍ତି ନିଆଯିବ କହିଲା OPSC

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ପ୍ରସଙ୍ଗ । ଦୋଷ ମାନିଲା ଓପିଏସଇ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷାରେ ତ୍ରୁଟି ହୋଇଥିବା ନେଇ ସ୍ପଷ୍ଟ କରାଯାଇଛି । ଆଜି ଓପିଏସସି ଦ୍ବାରା ପରିଚାଳିତ ପରୀକ୍ଷା ହୋଇଥିବା ବେଳେ ସାମ୍ବାଦିକ ଏବଂ ଗଣ ଯୋଗାଯୋଗ ପ୍ରଶ୍ନରେ ତ୍ରୁଟି ଦେଖାଯାଇଥିଲା । 100 ମାର୍କର ପରୀକ୍ଷା ରହିଥିବା ବେଳେ 94 ମାର୍କର ପ୍ରଶ୍ନପତ୍ର ରହିଥିଲା । ତେବେ ପୂର୍ଣ୍ଣସଂଖ୍ୟା 6 ଠାରୁ କମ୍ ଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲା । ଏହାକୁ ନେଇ ଛାତ୍ରଛାତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ଅଭିଯୋଗର କିଛି ଘଣ୍ଟା ମଧ୍ୟରେ ଦୋଷ ତ୍ରୁଟି ମାନିଲା ଓପିଏସସି । ଏହା ମୁଦ୍ରଣ ଜନିତ ତ୍ରୁଟି ବୋଲି ଦର୍ଶାଇଛି । ଏହାଉପରେ ଓପିଏସସି ଶ୍ରୀଘ୍ର ନିଷ୍ପତ୍ତି ନେବ ବୋଲି କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    36 %
    4.3kmh
    4 %
    Tue
    33 °
    Wed
    40 °
    Thu
    38 °
    Fri
    38 °
    Sat
    40 °

    ସମ୍ବନ୍ଧିତ