Tuesday, October 27, 2026
20.8 C
Odisha

    ସିଡନୀ ଗ୍ରାଉଣ୍ଡରେ ରୁଟଙ୍କ ରାଜ୍, ଶତକ ହାସଲ କରି ସୃଷ୍ଟି କଲେ ନୂଆ ରେକର୍ଡ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ସିଡନୀ ଗ୍ରାଉଣ୍ଡରେ ରୁଟଙ୍କ ରାଜ୍ ।  ଶତକ ହାସଲ କରି ସୃଷ୍ଟି କଲେ ନୂଆ ରେକର୍ଡ ।  ଟେଷ୍ଟ କ୍ୟାରିୟରର ୪୧ତମ ଟେଷ୍ଟ ଶତକ ହାସଲ କଲେ ଜୋ ରୁଟ୍ ।  ୨୪୨ ବଲରେ ୧୬୦ ରନ୍ କରି ଦମଦାର ଇନିଙ୍ଗସ ଖେଳି ପାଭିଲିୟନ ଫେରଛନ୍ତି ।  ଏହି ରେକର୍ଡ କରି ବର୍ତ୍ତମାନ ରିକି ପଣ୍ଟିଂ ସମକ୍ଷକ ହୋଇଛନ୍ତି ରୁଟ୍ । ଏହା ସହ ଧୀରେ ଧୀରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡର ନିକଟବର୍ତ୍ତୀ ହେଉଛନ୍ତି ।  ଟେଷ୍ଟ କ୍ରିକେଟରେ ୫୧ ତମ ଶତକ କରି ରେକର୍ଡର ଟପରେ ଅଛନ୍ତି ସଚିନ ।  ସବୁଠାରୁ ଅଧିକ ଶତକ କରିଥିବା ବ୍ୟାଟର ହେଉଛନ୍ତି ସଚିନ ।  ଦ୍ବିତୀୟରେ ଜାକ୍ କାଲିସ ଥିବା ବେଳେ ତୃତୀୟ ସ୍ଥାନକୁ ପହଞ୍ଚିଛନ୍ତି ଜୋ ରୁଟ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    20.8 ° C
    20.8 °
    20.8 °
    97 %
    2.8kmh
    100 %
    Tue
    21 °
    Wed
    22 °
    Thu
    23 °
    Fri
    27 °
    Sat
    27 °

    ସମ୍ବନ୍ଧିତ