Monday, June 2, 2025
31.8 C
Odisha

    ସୁନା-ରୂପା ଦାମ୍ ଖସିଲା, ଜାଣନ୍ତୁ..

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀ ସର୍ରୋଫା ବଜାରରେ ସୁନା ୧୪୦୦ ଟଙ୍କା ହ୍ରାସ ପାଇ ୮୦ ହଜାର ଟଙ୍କା ତଳକୁ ଖସିଆସିଛି । ଅନ୍ୟପଟେ ରୂପା ଦାମ୍ ୪୨୦୦ ଟଙ୍କା ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଦାମ୍ କମିଥିବାରୁ ଘରୋଇ ବଜାରରେ ମଧ୍ୟ ସୁନା ରୂପା ଦାମ୍ ହ୍ରାସ ପାଇଛି ।୯୯.୯ ପ୍ରତିଶତ ଶୁଦ୍ଧ ସୁନା ଦାମ୍ ୧୪୦୦ ଟଙ୍କା ହ୍ରାସ ପାଇ ୭୯,୫୦୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ପୂର୍ବରୁ ଏହା ୮୦,୯୦୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା । ସେହିଭଳି ରୂପା ୪,୨୦୦ ଟଙ୍କା ହ୍ରାସ ପାଇ ୯୨,୮୦୦ ଟଙ୍କା ପ୍ରତି କିଲୋଗ୍ରାମ ହୋଇଯାଇଛି । ଏହା ଡିସେମ୍ବର ମାସର ସବୁଠାରୁ ବଡ ହ୍ରାସ । କମେକ୍ସ ସୁନା ବାଏଦା ୧୮.୬୦ ଡଲାର ପ୍ରତି ଆଉନ୍ସର ହ୍ରାସ ସହିତ ୨,୬୯୦.୮୦ ଡଲାର ପ୍ରତି ଆଉନ୍ସକୁ ଖସିଆସିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.8 ° C
    31.8 °
    31.8 °
    34 %
    3.3kmh
    19 %
    Mon
    39 °
    Tue
    38 °
    Wed
    39 °
    Thu
    40 °
    Fri
    41 °

    ସମ୍ବନ୍ଧିତ