Tuesday, September 8, 2026
31.1 C
Odisha

    ସୁନା-ରୂପା ଦାମ୍ ଖସିଲା, ଜାଣନ୍ତୁ..

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀ ସର୍ରୋଫା ବଜାରରେ ସୁନା ୧୪୦୦ ଟଙ୍କା ହ୍ରାସ ପାଇ ୮୦ ହଜାର ଟଙ୍କା ତଳକୁ ଖସିଆସିଛି । ଅନ୍ୟପଟେ ରୂପା ଦାମ୍ ୪୨୦୦ ଟଙ୍କା ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଦାମ୍ କମିଥିବାରୁ ଘରୋଇ ବଜାରରେ ମଧ୍ୟ ସୁନା ରୂପା ଦାମ୍ ହ୍ରାସ ପାଇଛି ।୯୯.୯ ପ୍ରତିଶତ ଶୁଦ୍ଧ ସୁନା ଦାମ୍ ୧୪୦୦ ଟଙ୍କା ହ୍ରାସ ପାଇ ୭୯,୫୦୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ପୂର୍ବରୁ ଏହା ୮୦,୯୦୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା । ସେହିଭଳି ରୂପା ୪,୨୦୦ ଟଙ୍କା ହ୍ରାସ ପାଇ ୯୨,୮୦୦ ଟଙ୍କା ପ୍ରତି କିଲୋଗ୍ରାମ ହୋଇଯାଇଛି । ଏହା ଡିସେମ୍ବର ମାସର ସବୁଠାରୁ ବଡ ହ୍ରାସ । କମେକ୍ସ ସୁନା ବାଏଦା ୧୮.୬୦ ଡଲାର ପ୍ରତି ଆଉନ୍ସର ହ୍ରାସ ସହିତ ୨,୬୯୦.୮୦ ଡଲାର ପ୍ରତି ଆଉନ୍ସକୁ ଖସିଆସିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.1 ° C
    31.1 °
    31.1 °
    64 %
    3.7kmh
    95 %
    Tue
    31 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ