Saturday, June 27, 2026
30 C
Odisha

    ସୋମବାରରେ ଅଘଟଣ: କୁନି ପୁଅ ଆଗରେ ଚାଲିଗଲେ ବାପା ମା

    ଆଗକୁ ପଢନ୍ତୁ

    ଶ୍ରାବଣ ସୋମବାର ଦିନ ପୁଣି ଏକ ଅଘଟଣ । ନବରଙ୍ଗପୁର କୁନ୍ଦେଇ ଥାନା ଅନ୍ତର୍ଗତ ରାବଣଗୁଡ଼ା ଛକରେ ଏକ ମର୍ମନ୍ତୁଦ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ଶିବ ମନ୍ଦିରରେ ପାଣି ଢ଼ାଳି ଦମ୍ପତ୍ତି ଫେରୁଥିବା ସମୟରେ ସେମାନଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଟ୍ରକ୍ ଧକ୍କାରେ ଘଟଣାସ୍ଥଳରେ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ତାଙ୍କ ପୁଅ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30 ° C
    30 °
    30 °
    68 %
    2kmh
    90 %
    Sat
    29 °
    Sun
    38 °
    Mon
    37 °
    Tue
    34 °
    Wed
    32 °

    ସମ୍ବନ୍ଧିତ