Friday, September 11, 2026
24.4 C
Odisha

    ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର

    ଆଗକୁ ପଢନ୍ତୁ

     

     

    ଖବର ମୁତାବକ, ଆଜି ସକାଳେ ଶରଦ ପାୱାରଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୁଣେର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଯାଞ୍ଚ ପରେ ସେ ହସ୍ପିଟାଲରେ ରହିବେ କି ବାସଭବନକୁ ଫେରିବେ ତାହା ଜଣାପଡିବ । ଶରଦ ପାୱାରଙ୍କୁ ୭୫ ବର୍ଷ ପୁରିଲାଣି । ଏତେ ବୟସରେ ମଧ୍ୟ ରାଜନୀତିରେ ବେଶ୍ ସକ୍ରିୟ ରହିଛନ୍ତି । ନିଜ ପାର୍ଟି ପାଇଁ ନିର୍ବାଚନ ପ୍ରଚାର ମଧ୍ୟକରୁଛନ୍ତି । ତାଙ୍କ ସୁସ୍ଥ କାମନା କରିଛନ୍ତି ଫ୍ୟାନ୍ସ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.4 ° C
    24.4 °
    24.4 °
    95 %
    2kmh
    95 %
    Fri
    25 °
    Sat
    25 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ