Tuesday, August 11, 2026
25 C
Odisha

    ହାଇୱା ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ

    ଆଗକୁ ପଢନ୍ତୁ

    ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଓ କଲୋନରା ବ୍ଲକରେ ହାଇୱା ଦୁର୍ଘଟଣାରେ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ହାଇୱାଟି ରାୟଗଡାରୁ ଦ୍ରୁତଗତିରେ ଆସୁଥିବା ବେଳେ କଲୋନରା ବ୍ଲକ ଗାଡି ଶେଷଖାଲ ପଞ୍ଚାୟତର କାଲିଟିଗୁଡା ଓ ରିଭଲକଣା ମଝି କାଜୁବାଡ଼ ଭିତରେ ପଶି ଗଛରେ ପିଟି ହୋଇଥିଲା। ଫଳରେ ଚାଳକ ଓ ହେଲପର ଗାଡ଼ିରେ ଚାପି ହୋଇ ଯାଇଥିଲେ। ଏହାକୁ ସ୍ଥାନୀୟ ଲୋକ ଦେଖି ଚାଳକ ଓ ହେଲପରକୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    88 %
    1.3kmh
    100 %
    Mon
    25 °
    Tue
    29 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ