Sunday, October 11, 2026
25 C
Odisha

    ହାତୀ ଆକ୍ରମଣରେ ବୃଦ୍ଧ ମୃତ

    ଆଗକୁ ପଢନ୍ତୁ

    ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ମଜୁରିଆପଡାରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଶ୍ୟାମସୁନ୍ଦର ପ୍ରଧାନ ବୋଲି ଜଣାପଡିଛି। ଶ୍ୟାମସୁନ୍ଦର ନୂଆ ମୁଣ୍ଡାରୁ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିଲେ। ଏତିକିବେଳେ ମଜୁରିଆପଡା ନିକଟରେ ୬ ଟିକିଆ ହାତୀପଲଙ୍କ ହାବୁଡରେ ପଡି ଯାଇଥିଲେ। ହାତୀ ପଲ ଶ୍ୟାମ ସୁନ୍ଦରଙ୍କୁ ଦଳି ମାରି ଦେଇଥିଲେ। ଖବର ପାଇବା ପରେ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ